‘Rape tourism’ exposes BJD’s love for Mamata ।। ‘ରେପ୍‍ ଟୁରିଜିମ୍‍’ ବିଜେଡିର ମମତା ପ୍ରେମ ଉଜାଗର

ବିଜୁ ଜନତା ଦଳ (ବିଜେଡି) ବର୍ଷର ପର ବର୍ଷ ନିଜ ପ୍ରଚାରରେ ଏକ ସ୍ଳୋଗାନକୁ ଅତ୍ୟନ୍ତ ଗୁରୁତ୍ତ ଦେଇଆସୁଛି – “ମା’ଙ୍କ ସମ୍ମାନ”। ଏହା ଦଳର ମୁଖ୍ୟ ରାଜନୀତିକ ଆଧାର ଏବଂ ନାରୀ ସମ୍ମାନ ପ୍ରତି ନିଜର ସମର୍ପଣକୁ ଦର୍ଶାଇବାର ଚେଷ୍ଟା। କିନ୍ତୁ ପଶ୍ଚିମବଙ୍ଗର ଏକ ଘରୋଇ ମେଡିକାଲ କଲେଜରେ ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଘଟିଥିବା ଗଣଦୁଷ୍କର୍ମ ଘଟଣା ଉପରେ ବିଜେଡି ନେତାମାନଙ୍କ ଭାବଭଙ୍ଗୀ ଏହି ସ୍ଳୋଗାନର ମୂଲ୍ୟହୀନ। ଏହି ଘଟଣା ବିଜେଡିର ଦୁଇମୁଖା … Continue reading ‘Rape tourism’ exposes BJD’s love for Mamata ।। ‘ରେପ୍‍ ଟୁରିଜିମ୍‍’ ବିଜେଡିର ମମତା ପ୍ରେମ ଉଜାଗର