୧୪.୫୬ କେଜି ସୁନା ଚୋରା ଚାଲାଣ କରିଥିଲେ ରଣୟା ରାଓ: ଡିଆରଆଇ

Ranya Rao : ଅଭିନେତ୍ରୀ ରଣୟା ରାଓଙ୍କ ସହ ଜଡ଼ିତ ସୁନା ଚୋରା ଚାଲାଣ ମାମଲାର ତଦନ୍ତ କରୁଥିବା ଡିଆରଆଇ ଜାଣିବାକୁ ପାଇଛି ଯେ ସେ ପୂର୍ବରୁ ପ୍ରାୟ ୧୪.୫୬ କେଜି ସୁନା ଚୋରା ଚାଲାଣ କରିଥିଲେ ଏବଂ ସାହିଲ ସାକାରିଆ ଜୈନ ତାଙ୍କୁ ଭାରତରେ ବିକ୍ରି କରିବାରେ ସାହାଯ୍ୟ କରିଥିଲେ। ଫଳରେ ରାଜକୋଷକୁ ୪.୪୫ କୋଟି ଟଙ୍କାର ସୀମା ଶୁଳ୍କ କ୍ଷତି ସହିବାକୁ ପଡ଼ିଛି ବୋଲି କେନ୍ଦ୍ରୀୟ ଏଜେନ୍ସି ଦାବି କରିଛି। ଏକ ସୂତ୍ରରୁ ପ୍ରକାଶ … Continue reading ୧୪.୫୬ କେଜି ସୁନା ଚୋରା ଚାଲାଣ କରିଥିଲେ ରଣୟା ରାଓ: ଡିଆରଆଇ