Ranchi man detained after Climbing Puri Jagannath Temple।। ଶ୍ରୀମନ୍ଦିର ଉପରକୁ ଚଢ଼ିବା ବେଳେ ଧରାପଡ଼ିଲେ ବାହାର ରଜ୍ୟର ବ୍ୟକ୍ତି

ପୁରୀ ଶ୍ରୀମନ୍ଦିର ଉଡେଇ ଦେବା ପାଇଁ ଆତଙ୍କବାଦୀ ଆକ୍ରମଣ ଧମକପୂର୍ଣ୍ଣ ବାର୍ତ୍ତା ମନ୍ଦିର କାନ୍ଥରେ ମିଳିବାର ମାତ୍ର ତିନି ଦିନ ପରେ, ଶନିବାର ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଚଢ଼ିବାକୁ ଉଦ୍ୟମ କରିଥିଲେ, ଯାହା ଶ୍ରୀମନ୍ଦିର ସୁରକ୍ଷା ନେଇ ଚିନ୍ତା ସୃଷ୍ଟି କରିଛି।ସୂତ୍ର ଅନୁଯାୟୀ, ବ୍ୟକ୍ତି ଜଣକ ବେହରଣ ଦ୍ଵାର ପଟରୁ ମନ୍ଦିର ଉପରକୁ ଚଢ଼ିବାକୁ ଉଦ୍ୟମ କରୁଥିଲେ, ପ୍ରାୟ ୫-୭ ଫୁଟ୍ ଚଢ଼ି ସାରିଥିବା ବେଳେ ଧରାପଡ଼ିଲେ। ଆଗକୁ ଚଢ଼ିବା ପୂର୍ବରୁ ତାଙ୍କୁ ଜଗନ୍ନାଥ ମନ୍ଦିର ପୋଲିସ … Continue reading Ranchi man detained after Climbing Puri Jagannath Temple।। ଶ୍ରୀମନ୍ଦିର ଉପରକୁ ଚଢ଼ିବା ବେଳେ ଧରାପଡ଼ିଲେ ବାହାର ରଜ୍ୟର ବ୍ୟକ୍ତି