‘ରଣଛୋଡ଼’ ମମତା! || ‘Ranachhod’ Mamata!
କିଛି ଖବର ଏମିତି ଥାଏ, ଯାହା କେବଳ ଖବର ହୋଇ ରହେନି, ବରଂ ରାଜନୈତିକ ସମୀକରଣକୁ ସମ୍ପୂର୍ଣ୍ଣ ବଦଳାଇ ଦିଏ। ଆଜି ଆମେ ଏମିତି ଏକ ବଡ଼ ପ୍ରସଙ୍ଗରେ ଆଲୋଚନା କରିବାକୁ ଯାଉଛେ, ଯାହା ପଶ୍ଚିମବଙ୍ଗର ରାଜନୀତିକୁ ସ୍ତବ୍ଧ କରିଦେଇଛି। ଆମର ଆଜିର ମୁଖ୍ୟ ପ୍ରସଙ୍ଗ ହେଉଛି— ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଯିଏ ଗୋଟିଏ ଜମାନାରେ ନିଜକୁ ‘ଷ୍ଟ୍ରିଟ୍ ଫାଇଟର୍’ ବା ରାସ୍ତାର ଲଢ଼ୁଆ ନେତ୍ରୀ ଭାବେ ପରିଚିତ କରାଉଥିଲେ, ଆଜି ସେହି ମମତା ବାନାର୍ଜୀ … Continue reading ‘ରଣଛୋଡ଼’ ମମତା! || ‘Ranachhod’ Mamata!
Copy and paste this URL into your WordPress site to embed
Copy and paste this code into your site to embed