Ramayana First look Out: Fans praise Ranbir Kapoor ।। ଆଉଟ୍ ହେଲା ରାମାୟଣର ଫାଷ୍ଟ ଲୁକ୍: ରଣବୀର କପୁରଙ୍କୁ ପ୍ରଶଂସାରେ ପୋତିଦେଲେ ପ୍ରଶଂସକ

ସବୁ କଳ୍ପନାଜଳ୍ପନାର ଅନ୍ତଘଣ୍ଟାଇ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାମାୟଣ’ ଫାଷ୍ଟ ଲୁକ୍ ଆଉଟ୍ ହୋଇଛି! ନିତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାମାୟଣ’ର ଫାଷ୍ଟ ଲୁକ୍ ଦର୍ଶକମାନଙ୍କ ଉତ୍ସାହକୁ ଦ୍ଵିଗୁଣିତ କରିଛି। ମୁଖ୍ୟ ଭୂମିକାରେ ରଣବୀର କପୁର, ସାଇ ପଲ୍ଲବୀ, ୟଶ, ସନି ଦେଓଲ ଏବଂ ରବି ଦୁବେ ଅଭିନୀୟ କରୁଥିବା ସୂଚନା ରହିଥିବା ବେଳେ ଫିଲ୍ମଟି ଚମତ୍କାର ଏବଂ ଆକର୍ଷଣୀୟ ହେବାର ପ୍ରତିଶ୍ରୁତି ଦେଇଛି ଏହାର ଫାଷ୍ଟ ଲୁକ୍ । ଚଳଚ୍ଚିତ୍ରର ସିନେମାର ଫାଷ୍ଟ ଲୁକ୍ … Continue reading Ramayana First look Out: Fans praise Ranbir Kapoor ।। ଆଉଟ୍ ହେଲା ରାମାୟଣର ଫାଷ୍ଟ ଲୁକ୍: ରଣବୀର କପୁରଙ୍କୁ ପ୍ରଶଂସାରେ ପୋତିଦେଲେ ପ୍ରଶଂସକ