ପରଲୋକରେ ଓଡ଼ିଆ କାବ୍ୟ ଜଗତର ଅମୂଲ୍ୟ ରତ୍ନ ରମାକାନ୍ତ ରଥ

Ramakanta Ratha: ଖାରବେଳନଗର ବାସଭବନରେ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ପୁରୀରେ ଶେଷକୃତ୍ୟ ବିଶିଷ୍ଟ କବି, ଅବସରପ୍ରାପ୍ତ ପ୍ରଶାସକ ରମାକାନ୍ତ ରଥ ଆଉ ଇହଜଗତରେ ନାହାନ୍ତି। ଏହି ମହାନ ସାହିତ୍ୟ ସ୍ରଷ୍ଟାଙ୍କର ୯୧ ବର୍ଷ ବୟସରେ ରବିବାର ସକାଳେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ଓଡ଼ିଶା ସମେତ ସମଗ୍ର ଦେଶର ସାରସ୍ୱତ ଜଗତରେ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତ ରଥଙ୍କ ପରଲୋକ ଖବର ପାଇ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ରାଜନେତା, ପ୍ରଶାସକ, ସାହିତ୍ୟିକ … Continue reading ପରଲୋକରେ ଓଡ଼ିଆ କାବ୍ୟ ଜଗତର ଅମୂଲ୍ୟ ରତ୍ନ ରମାକାନ୍ତ ରଥ