ନୂଆବର୍ଷରେ ରିଲିଜ ହେବ ‘ଗେମ ଚେଞ୍ଜର’ ଟ୍ରେଲର

Ram Charan: ନୂଆ ବର୍ଷରେ ନୂଆ ଉପହାର ଭେଟି ଦେବେ ସୁପର ଷ୍ଟାର ରାମ ଚରଣ। ନୂଆ ବର୍ଷ ଅବସରରେ ରାମ ଚରଣଙ୍କ ତାଙ୍କ ଆଗାମୀ ଫିଲ୍ମ ‘ଗେମ୍ ଚେଞ୍ଜର’ର ଟ୍ରେଲର ରିଲିଜ କରିବାକୁ ଯାଉଛି । ପ୍ରଥମ ଥର ପାଇଁ ପରଦାକୁ ସାଥିରେ ନଜର ଆସିବେ ରାମ ଚରମ ଏବଂ କିଆରା ଆଡ଼ଭାନୀ । ଫିଲ୍ମକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି । ଜାନୁଆରୀ ୧୦ରେ ଫିଲ୍ମ ରିଲିଜ ହେବାକୁ ଥିବା … Continue reading ନୂଆବର୍ଷରେ ରିଲିଜ ହେବ ‘ଗେମ ଚେଞ୍ଜର’ ଟ୍ରେଲର