ବିଜେଡିରେ ବରିଷ୍ଠ ହୀନିମାନ? ।। Rajyasabha election
ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ ତାର ପ୍ରାର୍ଥୀ ତାଲିକା ଘୋଷଣା କରିଦେଇଛି। ପ୍ରଥମ ପ୍ରାର୍ଥୀ ଭାବରେ କର୍ପୋରେଟ୍ ଜଗତରୁ ରାଜନୀତିକୁ ପ୍ରବେଶ କରିଥିବା ଓ ପୂର୍ବରୁ କଟକ ଲୋକସଭା ନିର୍ବାଚନରେ ବିଫଳ ହୋଇଥିବା ସଂତୃପ୍ତ ମିଶ୍ରଙ୍କ ନାଁ ଘୋଷଣା ହେଲା। ଦ୍ୱିତୀୟ ପ୍ରାର୍ଥୀ ଭାବେ ବିଶିଷ୍ଟ ଚିକିତ୍ସକ ଦତ୍ତେଶ୍ୱର ହୋତାଙ୍କୁ ମଞ୍ଚରେ ଆଣାଗଲା। ଦଳୀୟ ଗଣିତ ଅନୁସାରେ ବିଜେଡିର ମାତ୍ର ୧୮ଟି ବଳକା ଭୋଟ ସମର୍ଥନରେ ଦତ୍ତେଶ୍ୱର ହୋତାଙ୍କ ନାଁ ଘୋଷଣା ନିଶ୍ଚିତ … Continue reading ବିଜେଡିରେ ବରିଷ୍ଠ ହୀନିମାନ? ।। Rajyasabha election
Copy and paste this URL into your WordPress site to embed
Copy and paste this code into your site to embed