ରାଜ୍ୟସଭା ବିଗୁଲ ବାଜିଲା ପାଣ୍ଡିଆନ ଗୋଷ୍ଠୀ ସକ୍ରିୟ || Rajya Sabha trumpet sounded Pandian group active

ମାର୍ଚ୍ଚ ୧୬— ତାରିଖଟି ଏବେ କେବଳ କ୍ୟାଲେଣ୍ଡରର ଗୋଟିଏ ଦିନ ନୁହେଁ; ଓଡ଼ିଶା ରାଜନୀତିରେ ଏହା ଏକ ନୂଆ ଅଧ୍ୟାୟର ଆରମ୍ଭ ସୂଚନା। ଭାରତୀୟ ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ ୧୦ଟି ରାଜ୍ୟର ୩୭ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ସେଥିରେ ଓଡ଼ିଶାର ୪ଟି ଆସନ ମଧ୍ୟ ଅନ୍ତର୍ଭୁକ୍ତ। ଫେବୃଆରୀ ୨୬ରେ ବିଜ୍ଞପ୍ତି, ମାର୍ଚ୍ଚ ୫ରେ ନାମାଙ୍କନ ଶେଷ, ୬ରେ ଯାଞ୍ଚ, ୯ରେ ପ୍ରତ୍ୟାହାର ଏବଂ ୧୬ରେ ଭୋଟ୍‌ ଗ୍ରହଣ— ସମୟସୂଚୀ ସ୍ପଷ୍ଟ। କିନ୍ତୁ ଏହି … Continue reading ରାଜ୍ୟସଭା ବିଗୁଲ ବାଜିଲା ପାଣ୍ଡିଆନ ଗୋଷ୍ଠୀ ସକ୍ରିୟ || Rajya Sabha trumpet sounded Pandian group active