ରାଜ୍ୟସଭାରେ ବି ୧୨୮-୯୫ ଭୋଟରେ ୱାକଫ୍ (ସଂଶୋଧନ) ବିଲ୍ ପାରିତ
Waqf (Amendment) Bill: ୱାକଫ୍ (ସଂଶୋଧନ) ବିଲ୍ ୨୦୨୫ ଲୋକସଭାରେ ୨୮୮-୨୩୨ ଭୋଟ୍ ରେ ଅନୁମୋଦନ ପାଇବା ପରେ ତୀବ୍ର ବିତର୍କ ପରେ ରାଜ୍ୟସଭାରେ ୧୨୮-୯୫ ଭୋଟ୍ ରେ ପାରିତ ହୋଇଛି। ଦୀର୍ଘ ୧୨ ଘଣ୍ଟା ଧରି ଚାଲିଥିବା ମାରାଥନ ବିତର୍କ ପରେ ଶୁକ୍ରବାର ରାଜ୍ୟସଭାରେ ୱାକଫ୍ (ସଂଶୋଧନ) ବିଲ୍ ୨୦୨୫ ଗୃହୀତ ହୋଇଛି। ବିଲ୍ ସପକ୍ଷରେ ମୋଟ ୧୨୮ ଓ ବିଲ୍ ବିପକ୍ଷରେ ୯୫ ଭୋଟ୍ ପଡ଼ିଥିଲା। ଏବେ ଏହି ବିଲ୍ କୁ ଅନୁମୋଦନ ପାଇଁ … Continue reading ରାଜ୍ୟସଭାରେ ବି ୧୨୮-୯୫ ଭୋଟରେ ୱାକଫ୍ (ସଂଶୋଧନ) ବିଲ୍ ପାରିତ
Copy and paste this URL into your WordPress site to embed
Copy and paste this code into your site to embed