ରାଜ୍ୟସଭା ଭୋଟ୍‌ ଓ ସୌଭିକଙ୍କ ‘ମଉନବ୍ରତ’ || Rajya Sabha Elections

ଓଡ଼ିଶା ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଚାଲିଥିବା ବେଳେ ଏବେ ସବୁଠାରୁ ବଡ଼ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ। ନିର୍ବାଚନ ପୂର୍ବରୁ ବିଜେଡି ଶିବିରରେ ଅନେକ ବିଦ୍ରୋହୀ ସ୍ୱର ଶୁଭୁଥିବା ବେଳେ ସୌଭିକଙ୍କ ‘ମଉନବ୍ରତ’ ଏବେ ଶାସକ ଦଳ ପାଇଁ ଏକ ବଡ଼ ରହସ୍ୟ ହୋଇ ଛିଡ଼ା ହୋଇଛି। ବାପା ପ୍ରଭାତ ବିଶ୍ୱାଳଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ସୌଭିକଙ୍କ ଆଭିମୁଖ୍ୟ କ’ଣ ରହିବ, ସେ ନେଇ ସାରା ରାଜ୍ୟର ନଜର … Continue reading ରାଜ୍ୟସଭା ଭୋଟ୍‌ ଓ ସୌଭିକଙ୍କ ‘ମଉନବ୍ରତ’ || Rajya Sabha Elections