ଓଡ଼ିଶାରେ ରାଜସ୍ଥାନର ଚର୍ଚ୍ଚିତ ପଣ୍ଡା ‘ଭୀମ’

 Odisha:‘ଭୀମ’ର ଦାମ ୩୦ କୋଟି ଟଙ୍କା ଭୁବନେଶ୍ୱର ବରମୁଣ୍ଡା ଖେଳ ପଡିଆଠାରେ ଚାଲିଥିବା ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶରେ ସାମିଲ ହୋଇଛନ୍ତି ରାଜ୍ୟର ବିଭିନ୍ନ ଅଞ୍ଚଳର ମତ୍ସ୍ୟଚାଷୀ ଓ ବିଭିନ୍ନ ବର୍ଗର ପ୍ରାଣୀପାଳକ l  ଏହି ସମାବେଶରେ ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ପାଲଟିଛି ରାଜସ୍ତାନର ପଣ୍ଡା ‘ଭୀମ’ l ‘ଭୀମ’ର ଜୀବନଶୈଳୀ,  ଖାଦ୍ୟଶୈଳୀ ଓ ଭାବଭଙ୍ଗିମା  ଲୋକଙ୍କ ମଧ୍ୟରେ ବିଶେଷ କୌତୁହଳ ଜାଗ୍ରତ କରୁଛି l ରାଜସ୍ଥାନ ଯୋଧପୁର ସହରରୁ  ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶକୁ ଆସିଛି ପଣ୍ଡା ‘ଭୀମ’ … Continue reading ଓଡ଼ିଶାରେ ରାଜସ୍ଥାନର ଚର୍ଚ୍ଚିତ ପଣ୍ଡା ‘ଭୀମ’