Attacks on Scheduled Castes: Raja Swain Opens Secrets of Naveen government ।। ଦଳିତଙ୍କ ଉପରେ ଆକ୍ରମଣ : ନବୀନ ସରକାରର ପୋଲ୍ ଖୋଲିଲେ ରାଜା ସ୍ୱାଇଁ

ରାଜ୍ୟରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଲୋକମାନଙ୍କ ଉପରେ ଉଚ୍ଚ ବର୍ଗର ଲୋକମାନଙ୍କର ଜାତି ଭିତିକ ଅତ୍ୟାଚାର ଓ ହିଂସା ବଢିଚାଲିଛି । ସେମାନେ ଅସୁରକ୍ଷିତ ତେଣୁ ସେମାନଙ୍କର ସୁରକ୍ଷା ପାଇଁ ମୋହନ ସରକାର ପଦକ୍ଷେପ ନିଅନ୍ତୁ ବୋଲି ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁବାର ଦିନ ସରକାରଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିରେ ସେ ଉଦବେଗ ପ୍ରକାଶ କରି ଯେଉଁ ତଥ୍ୟ ପ୍ରଦାନ କରିଛନ୍ତି ସେଥିରେ ମୋହନ ସରକାର ଅପେକ୍ଷା … Continue reading Attacks on Scheduled Castes: Raja Swain Opens Secrets of Naveen government ।। ଦଳିତଙ୍କ ଉପରେ ଆକ୍ରମଣ : ନବୀନ ସରକାରର ପୋଲ୍ ଖୋଲିଲେ ରାଜା ସ୍ୱାଇଁ