ଦାରା ସିଂହ ସମର୍ଥନରେ ରାଜା ସିଂହ || Raja Singh in support of Dara Singh.

ଆଜି ଆମେ ଏପରି ଏକ ବିଷୟରେ ଆଲୋଚନା କରିବାକୁ ଯାଉଛୁ, ଯାହା କେବଳ ରାଜନୀତି ନୁହେଁ, ବରଂ ମାନବିକତା, ନ୍ୟାୟ ଏବଂ ପ୍ରତିଶ୍ରୁତିର ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଆଜିର ସବୁଠାରୁ ବଡ଼ ପ୍ରଶ୍ନ— “କଣ ମୋହନ ମାଝୀ ସତରେ ଭୁଲିଗଲେ ଦାରା ସିଂହଙ୍କୁ?” ଏକଥା ଆମେ ନୁହଁ ବିଜେପିରୁ ନିଲମ୍ବିତ ହୋଇଥିବା ତେଲେଙ୍ଗାନାର ବିଧାୟକ ଟି ରାଜା ସିଂହ କହିଛନ୍ତି। ଆଜି ଯେଉଁମାନେ ଓଡ଼ିଶାର ଶାସନ ଗାଦିରେ ଅଛନ୍ତି, ସେହି ମୋହନ ମାଝୀ ଏବଂ … Continue reading ଦାରା ସିଂହ ସମର୍ଥନରେ ରାଜା ସିଂହ || Raja Singh in support of Dara Singh.