ସତ୍ୟମ୍ ଶିବମ୍ ସୁନ୍ଦରମ୍ ପାଇଁ ଜିନତ ଅମାନଙ୍କୁ ନେବାକୁ ଚାହୁଁନଥିଲେ ରାଜ କପୁର

Satyam Shivam Sundaram : ଜିନତ ଅମାନଙ୍କ ଫିଲ୍ମ ‘ସତ୍ୟମ୍ ଶିବମ୍ ସୁନ୍ଦରମ୍’ ସେହି ବଲିଉଡ୍ ଫିଲ୍ମ ମଧ୍ୟରୁ ଅନ୍ୟତମ ଯାହାକୁ ଏବେ ବି ବହୁତ ଦେଖିବାକୁ ମିଳୁଛି। ଜିନତ ଅମନଙ୍କ ସତ୍ୟମ୍ ଶିବମ୍ ସୁନ୍ଦରମ୍ ୨୪ ମାର୍ଚ୍ଚ ୧୯୭୮ରେ ମୁକ୍ତିଲାଭ କରିଥିଲା ଏବଂ ନିକଟରେ ଏହା ୪୭ ବର୍ଷ ପୂର୍ତ୍ତି ଅବସରରେ ପୁଣି ଥରେ ଚର୍ଚ୍ଚାକୁ ଆସିଥିଲା। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ରାଜ କପୁର ଏବଂ ଜିନତ ଅମାନ ଏବଂ ଶଶି କପୁର ଏହି ଚଳଚ୍ଚିତ୍ରରେ … Continue reading ସତ୍ୟମ୍ ଶିବମ୍ ସୁନ୍ଦରମ୍ ପାଇଁ ଜିନତ ଅମାନଙ୍କୁ ନେବାକୁ ଚାହୁଁନଥିଲେ ରାଜ କପୁର