କେନ୍ଦ୍ରୀୟ ଟିକସରେ ରାଜ୍ୟର ଭାଗ ୫୦%କୁ ବୃଦ୍ଧି କରିବାକୁ ଷୋଡ଼ଶ ଅର୍ଥ କମିଶନଙ୍କ ନିକଟରେ ଦାବି

ଓଡ଼ିଶା ଗସ୍ତରେ ଆସିଥିବା ଅରବିନ୍ଦ ପାନଗାରିଆଙ୍କ ଅଧ୍ୟକ୍ଷତାରେ ଗଠିତ ଷୋଡ଼ଶ ଅର୍ଥ କମିଶନରର ୧୫ ଜଣିଆ ଟିମ୍ ସହ ଆଲୋଚନା କରି ‘୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା’ ରୋଡମ୍ୟାପ୍ ଉପରେ ମୋହନ ମାଝୀ ସରକାର ନିଜର ପଞ୍ଚବାର୍ଷିକ ଯୋଜନାରେ ୧୨,୫୯,୧୫୮ କୋଟି ଟଙ୍କା ମାଗିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶା ସେସ୍ ଓ ସରଚାର୍ଜକୁ ବିଭାଜିତ ଟିକସ ପୁଲକୁ ଆଣିବା ଏବଂ କେନ୍ଦ୍ରୀୟ ଟିକସରେ … Continue reading କେନ୍ଦ୍ରୀୟ ଟିକସରେ ରାଜ୍ୟର ଭାଗ ୫୦%କୁ ବୃଦ୍ଧି କରିବାକୁ ଷୋଡ଼ଶ ଅର୍ଥ କମିଶନଙ୍କ ନିକଟରେ ଦାବି