୬୧ ବର୍ଷର ମାଓବାଦୀ କମାଣ୍ଡର ଚଲପତି, ଯିଏ ୨୪ ବର୍ଷୀୟା ଯୁବତୀଙ୍କୁ କରିଥିଲା ବିବାହ

Naxalite commander Chalapathi: ଓଡ଼ିଶା ଏରିଆ କମିଟିର ମାଓନେତା ଚଲପତି ଜୟରାମ ଓରଫ ରାମଚନ୍ଦ୍ରନ ଓରଫ ପ୍ରତାପ ରେଡ୍ଡୀ ଓରଫ ଆପ୍ପା ରାଓ ଓରଫ ରବି ନାମରେ ମଧ୍ୟ ସେ ପରିଚିତ ଥିଲା। ଛତିଶଗଡ଼ ଓ ଓଡ଼ିଶାର ଜଙ୍ଗଲରେ ଆତଙ୍କର ପ୍ରତୀକ କୁଖ୍ୟାତ ନକ୍ସଲ ଚଲପତି ପୁଲିସ ଏନକାଉଣ୍ଟରରେ ନିହତ ହୋଇଛି। ଚଲପତି ମୁଣ୍ଡ ଉପରେ ୧ କୋଟି ଟଙ୍କାର ପୁରସ୍କାର ଥିଲା। ଏହି ଦୁର୍ଦ୍ଦାନ୍ତ ନକ୍ସଲ ଛତିଶଗଡ଼ର ଭାଲୁଡିଗି ଓ ସୋନାବେଡ଼ା ଅଞ୍ଚଳରେ ଲୁଚି ରହିଥିଲା। … Continue reading ୬୧ ବର୍ଷର ମାଓବାଦୀ କମାଣ୍ଡର ଚଲପତି, ଯିଏ ୨୪ ବର୍ଷୀୟା ଯୁବତୀଙ୍କୁ କରିଥିଲା ବିବାହ