Rains break 24-year record; claim over 1,500 lives || ୨୪ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା; ନେଲା ୧୫୦୦ରୁ ଅଧିକ ଜୀବନ

ଭାରତ ପାଣିପାଗ ବିଭାଗ କହିଛି ଯେ ୨୦୦୧ ମସିହା ପରେ ଚଳିତ ବର୍ଷ ଭାରତରେ ପଞ୍ଚମ ସର୍ବାଧିକ ବର୍ଷା ରେକର୍ଡ ହୋଇଛି, ଜୁନ୍ ରୁ ସେପ୍ଟେମ୍ବର ମଧ୍ୟରେ ୯୩୭.୨ ମିମି ବର୍ଷା ହୋଇଛି, ଯାହା ହାରାହାରି ଠାରୁ ୮% ଅଧିକ। ଏହି ବର୍ଷା ଋତୁ ସମୟରେ ଅତି କମରେ ୧,୫୨୮ ଜଣଙ୍କର ମୃତ୍ୟୁ ଘଟିଛି। ଯେଉଁଥିରେ ବନ୍ୟା ଓ ପ୍ରବଳ ବର୍ଷାରେ ୯୩୫ ଜଣଙ୍କ ଜୀବନ ଯାଇଥିବା ବେଳେ ବଜ୍ରପାତ ଏବଂ ଝଡ଼ ଯୋଗୁଁ ୫୭୦ ଜଣଙ୍କର … Continue reading Rains break 24-year record; claim over 1,500 lives || ୨୪ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା; ନେଲା ୧୫୦୦ରୁ ଅଧିକ ଜୀବନ