୧୯ରୁ ବଦଳିବ ପାଗ, ବର୍ଷା ସହ ବିଜୁଳି ଘଡ଼ଘଡ଼ି ସମ୍ଭାବନା

Heat Wave Alert: ରାଜ୍ୟରେ ରେକର୍ଡ କରୁଛି ତାତି। ମାର୍ଚ୍ଚ ଅଧାରେ ଆକାଶରୁ ନିଆଁ ବର୍ଷୁଛି। ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ଲହରୀ। ଅତ୍ୟଧିକ ତାତି ପାଇଁ ଜାରି ହେଲା ରେଡ୍ ୱାର୍ଣ୍ଣିଂ ରହିଛି। ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ତାତି । ମାର୍ଚ୍ଚ ଅଧାରୁ ହିଁ ଆକାଶରୁ ନିଆଁ ବର୍ଷୁଛି। କ୍ରମାଗତ ଭାବରେ ବୌଦ୍ଧ ଓ ଝାରସୁଗୁଡ଼ା ପାରଦ ଉପରମୁହାଁ ହୋଇଛି । ୧୪ ତାରିଖରେ ୪୧. ୮ ଡିଗ୍ରୀ ସହ ଝାରସୁଗୁଡ଼ା ଓ ୧୫ … Continue reading ୧୯ରୁ ବଦଳିବ ପାଗ, ବର୍ଷା ସହ ବିଜୁଳି ଘଡ଼ଘଡ଼ି ସମ୍ଭାବନା