Divine flowers rained down from the sky on the Lord of the Universe! ।। ମହାପ୍ରଭୁଙ୍କୁ ଆକାଶରୁ ହେଲା ଦିବ୍ୟ ପୁଷ୍ପ ବର୍ଷା!

ଆଜି “ଜୟ ଜଗନ୍ନାଥ” ଧ୍ୱନିରେ ପୁରୀର ସହ ପ୍ରକମ୍ପିତ ହେଉଥିବା ବେଳେ ଆକାଶରୁ ଝରି ଗଲା ମୃଦୁ ବର୍ଷା, ଯାହା ଚତୁର୍ଦ୍ଧା ମୂର୍ତ୍ତିଙ୍କ ପ୍ରତି ଏକ ଦିବ୍ୟ ଶ୍ରଦ୍ଧାଞ୍ଜଳିଠାରୁ କମ୍ ନୁହେଁ ବୋଲି କୁହାଯାଉଛି। ପହଣ୍ଡି ବିଜେରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ପ୍ରଭୂ ଜଗନ୍ନାଥ ଗର୍ଭଗୃହରୁ ବାହାରି ଆସୁଥିବା ବେଳେ ବିଭୋର ହୋଇ ଭକ୍ତମାନେ ଦେଖୁଥିଲେ। ଏହି ସମୟରେ ପୁରୀ ଆକାଶରେ ହାଲୁକା ବର୍ଷା ମଧ୍ୟ ଝରି ଯାଇଥିଲା। ଯାହାକୁ ଦେଖି କୁହାଯାଉଛି ଯେ, … Continue reading Divine flowers rained down from the sky on the Lord of the Universe! ।। ମହାପ୍ରଭୁଙ୍କୁ ଆକାଶରୁ ହେଲା ଦିବ୍ୟ ପୁଷ୍ପ ବର୍ଷା!