୧୯ରୁ ବର୍ଷା ଓ ବଜ୍ରପାତ ସତର୍କ ସୂଚନା

Weather Report: ଆସନ୍ତା ୩ ଦିନ ମଧ୍ୟରେ ସାରାଓଡ଼ିଶାରେ ରାତିର ତାପମାତ୍ରା ଧୀରେ ଧୀରେ ୨ରୁ ୩ ଡିଗ୍ରି ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତ ଦୁଇଦିନ ମଧ୍ୟରେ ରାଜ୍ୟରେ ପାରଦ ହ୍ରାସ ପାଇଥିଲା। ଆଜି ସକାଳେ ଲଗାତାର ଦ୍ୱିତୀୟ ଦିନ ପାଇଁ ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ଜି ଉଦୟଗିରି ୭.୪ ଡିଗ୍ରୀ ସେଲସିୟସ ରହିଥିବାବେଳେ କୋରାପୁଟର ସେମିଳିଗୁଡ଼ା (୧୦.୨ ଡିଗ୍ରୀ), ଫୁଲବାଣୀ (୧୦.୫ ଡିଗ୍ରୀ), ରାଉରକେଲା (୧୧.୩ ଡିଗ୍ରୀ) ଓ … Continue reading ୧୯ରୁ ବର୍ଷା ଓ ବଜ୍ରପାତ ସତର୍କ ସୂଚନା