ପାର୍ବଣ ଋତୁ ପାଖେଇ ଆସିଥିବା ବେଳେ ରାଜ୍ୟବାସୀଙ୍କ ଉତ୍ସାହ ଉପରେ ପାଣି ଢାଳିବାକୁ ଯାଉଛି ବର୍ଷା। ବିଘ୍ନହର୍ତ୍ତା ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ଏବଂ ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଁଖାଇ’ ପାଳନ ପୂର୍ବରୁ ରାଜ୍ୟରେ ପାଗ ବିଗିଡ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ବଙ୍ଗୋପସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ତଥା ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହି ପରିପ୍ରେକ୍ଷୀରେ ପାଣିପାଗ କେନ୍ଦ୍ର … Continue reading ଗଣେଶ ପୂଜା ଓ ନୂଆଁଖାଇ ଉତ୍ସବକୁ ଫିକା କରିପାରେ ବର୍ଷା: ରାଜ୍ୟର ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି || Rain may dampen Ganesh Puja and Nuakhai celebrations; ‘Yellow Alert’ issued for 18 districts of the state.
Copy and paste this URL into your WordPress site to embed
Copy and paste this code into your site to embed