Rain in durgapuja ।। ଲଘୁଚାପ ଯୋଗୁଁ ପୂଜା ବୁଲାରେ ସମସ୍ୟା ଆଶଙ୍କା
ମଙ୍ଗଳବାର ଉତ୍ତର ଆଣ୍ଡାମାନସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଦକ୍ଷିଣ ଚାଇନା ସାଗରରୁ ଏହା ଆଣ୍ଡାମାନ ସାଗରକୁ ପ୍ରବେଶ କରିବ ଏହା ପ୍ରଭାବରେ ୧ତାରିଖ ବେଳକୁ ନୂତନ ଲଘୁଚାପ ବିଭିନ୍ନ ସ୍ଥାନରେ ପୁଣି ବର୍ଷାର ପରିମାଣ ବଢ଼ିପାରେ। ମଙ୍ଗଳବାର ଅର୍ଥାତ୍ ଅଷ୍ଟମୀରେ ଉପକୂଳବର୍ତ୍ତୀ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବାକୁ ଥିବା ବେଳେ ନବମୀ ଓ ଦଶମୀ ବର୍ଷା ଯୋଗୁଁ ଅନେକ ସ୍ଥାନରେ ପ୍ରଭାବିତ ହେବାର ଆଶଙ୍କା ରହିଛି। ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ମଙ୍ଗଳବାର ଗଜପତି, … Continue reading Rain in durgapuja ।। ଲଘୁଚାପ ଯୋଗୁଁ ପୂଜା ବୁଲାରେ ସମସ୍ୟା ଆଶଙ୍କା
Copy and paste this URL into your WordPress site to embed
Copy and paste this code into your site to embed