୧୯ ଠୁ ୨୨ ଯାଏଁ କାଳବୈଶାଖୀ

Weather Update: ମିଳିବ ତାତିରୁ ଆଶ୍ୱସ୍ତି। କାଲିଠାରୁ ବଦଳିବ ପାଗ। କାଳବୈଶାଖୀ ହେବା ନେଇ ଆସିଲା ସୂଚନା । କାଲିଠୁ ରାଜ୍ୟରେ ପ୍ରବଳ ବର୍ଷା । ରାଜ୍ୟରେ କାଳବୈଶାଖୀ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଗରମରେ ଅସ୍ତବ୍ୟସ୍ତ ଲୋକଙ୍କୁ ମିଳିବ ଆଶ୍ୱସ୍ତି । ତେବେ ପଶ୍ଚିମ ଓଡ଼ିଶାରେ ଆସନ୍ତାକାଲି ଯାଏ ହିଟୱେଭ୍ କଣ୍ଡିସନ ଜାରି ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆଜି ପାଇଁ ଝାରସୁଗୁଡ଼ା ଓ … Continue reading ୧୯ ଠୁ ୨୨ ଯାଏଁ କାଳବୈଶାଖୀ