ଆଜି ଲୋକସଭାରେ ରେଳ ବିଭାଗର ଆଲୋଚନା

ଆଜି ଲୋକସଭାରେ କେନ୍ଦ୍ର ରେଳ ବଜେଟ୍‍ ୨୦୨୫-୨୬ ବିଷୟରେ ଆଲୋଚନା ହେବ।  ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ରେଳ ବିଭାଗର ବ୍ୟୟମଞ୍ଜୁରୀ ବିଧେୟକକୁ ଆଲୋଚନା କରାଯିବ। ଦେଶର ପ୍ରତି କୋଣରେ ରେଳ ସଂଯୋଗୀକରଣ, ସମସ୍ୟା ଓ ରେଳବାଇର ଆଧୁନୀକିକରଣ ପରିପ୍ରେକ୍ଷୀରେ ଏହି ଆଲୋଚନା ସରଗରମ ହେବାର ସମ୍ଭାବନା ରହିଛି। ଅପରପକ୍ଷେ ପ୍ରତି ସାଂସଦ ଏହି ଆଲେରଚନାରେ ଭାଗ ନେଇ ନିଜ ନିଜ  ନିର୍ବାଚନ ମଣ୍ଡଳୀର ସମସ୍ୟ୍ୟା ବାବଦରେ ମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ କରିବାକୁ ଥିବାରୁ ଏହି ଆଲୋଚନା … Continue reading ଆଜି ଲୋକସଭାରେ ରେଳ ବିଭାଗର ଆଲୋଚନା