ରେଳବାଇର ରେକର୍ଡ଼: ଓଡ଼ିଶାରେ ଦୀର୍ଘତମ ଟନେଲ କାମ ଶେଷ
Railway : ଭାରତୀୟ ରେଳବାଇ ଖୋର୍ଦ୍ଧା ରୋଡଣ୍ଡଶ: ବଲାଙ୍ଗୀର ରାସ୍ତାରେ ସବୁଠାରୁ ଲମ୍ବା ଟନେଲ ଟି-୪ କୁ ସମ୍ପୂର୍ଣ୍ଣ କରିଛି। ୪୧୮୫ ମିଟର ଲମ୍ବର ଏହି ଗୁରୁତ୍ୱପୂର୍ଣ୍ଣ ସୁଡ଼ଙ୍ଗ ବୌଦ୍ଧ ଜିଲ୍ଲାର ଆଡେନିଗଡ଼ ଓ ଚାରିଛକକୁ ସଂଯୋଗ କରୁଛି। ଓଡ଼ିଶାର ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳଲାଇନରେ ୪୧୮୫ ମିଟର ଲମ୍ବର ସୁଡ଼ଙ୍ଗ ନିର୍ମାଣ କାର୍ଯ୍ୟ ସଫଳତାର ସହ ଶେଷ କରି ଭାରତୀୟ ରେଳବାଇ ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସଫଳତା ହାସଲ କରିଛି। ଟନେଲ ଟି-୪ ନାମରେ ପରିଚିତ ଏହି ସ୍ୱତନ୍ତ୍ର … Continue reading ରେଳବାଇର ରେକର୍ଡ଼: ଓଡ଼ିଶାରେ ଦୀର୍ଘତମ ଟନେଲ କାମ ଶେଷ
Copy and paste this URL into your WordPress site to embed
Copy and paste this code into your site to embed