ରାଉରକେଲାରେ ଏପ୍ରିଲ ୨୬ ପର୍ଯ୍ୟନ୍ତ ଏହିସବୁ ଟ୍ରେନ୍ ବାତିଲ
Railway: ଦକ୍ଷିଣ ପୂର୍ବ ରେଳପଥର ଚକ୍ରଧରପୁର ଡିଭିଜନ୍ ପକ୍ଷରୁ ରାଉରକେଲାରୁ ବଣ୍ଡାମୁଣ୍ଡା ମଧ୍ୟରେ ଏପ୍ରିଲ ୨୧ରୁ ୨୬ ତାରିଖ ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆଧୁନିକୀକରଣ କାର୍ଯ୍ୟ କରାଯିବ। ଦୀର୍ଘମିଆଦୀ ନିରାପତ୍ତା ଏବଂ ପରିଚାଳନା ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ଏହି ପ୍ରକଳ୍ପରେ ଟ୍ରାକ୍ ଲିଙ୍କ୍ ଏବଂ ଅଣ-ଇଣ୍ଟରଲକିଂ ଅପରେସନକୁ ମଲ୍ଟି-ଟ୍ରାକିଂ ଲାଇନ୍ ରେ ସାମିଲ କରାଯାଇଛି। ସୁରୁଖୁରୁରେ ଚଳାଚଳ ସୁନିଶ୍ଚିତ କରିବା ପାଇଁ ଏହି ସମୟ ମଧ୍ୟରେ ଅନେକ ଟ୍ରେନ୍ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ବାତିଲର ସମ୍ମୁଖୀନ ହେବ। ସମ୍ପୂର୍ଣ୍ଣ … Continue reading ରାଉରକେଲାରେ ଏପ୍ରିଲ ୨୬ ପର୍ଯ୍ୟନ୍ତ ଏହିସବୁ ଟ୍ରେନ୍ ବାତିଲ
Copy and paste this URL into your WordPress site to embed
Copy and paste this code into your site to embed