ଭାରତୀୟ ରାଜନୀତିର ଏକ ପୁରୁଣା କଥା ଅଛି— “ରାଜନୀତି ହେଉଛି ପରିଶ୍ରମର ପଡ଼ିଆ, ଏଠାରେ ଯିଏ ଦୌଡ଼ିବ ସିଏ ହିଁ ତିଷ୍ଠିବ।” କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ଭାରତର ସବୁଠାରୁ ପୁରୁଣା ରାଜନୈତିକ ଦଳ କଂଗ୍ରେସ ଏବଂ ତାର ଶୀର୍ଷ ନେତୃତ୍ୱଙ୍କ କାର୍ଯ୍ୟଶୈଳୀକୁ ଦେଖିଲେ ମନେହୁଏ, ଦଳ ଯେପରି ବିନା ପରୀକ୍ଷା ଦେଇ ପାସ୍ ହେବାର ଏକ ଅବାସ୍ତବ ସ୍ୱପ୍ନ ଦେଖୁଛି। ଦେଶର ୫ଟି ପ୍ରମୁଖ ବିଧାନସଭା ନିର୍ବାଚନ (ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଏବଂ ପୁଦୁଚେରୀ) ପାଇଁ … Continue reading ପରୀକ୍ଷା ଘଣ୍ଟି ବାଜିଲା, କିନ୍ତୁ ପରୀକ୍ଷାର୍ଥୀ ଫେରାର୍! ରାହୁଲଙ୍କ ରାଜନୀତି ଓ ୫ ରାଜ୍ୟର ନିର୍ବାଚନ || Rahul’s politics and elections in 5 states
Copy and paste this URL into your WordPress site to embed
Copy and paste this code into your site to embed