ସଂକଟରେ ରାହୁଲଙ୍କ OBC ପଲିଟିକ୍ସ! || Rahul’s OBC politics in crisis!

କର୍ଣ୍ଣାଟକ ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚା ମଧ୍ୟରେ କଂଗ୍ରେସର OBC ରାଜନୀତି ଉପରେ ଉଠିଲା ପ୍ରଶ୍ନ; ସିଦ୍ଧାରାମୈୟାଙ୍କ ଭବିଷ୍ୟତକୁ ନେଇ ଅଟକଳନା, ବିଜେପିର କଂଗ୍ରେସ ଉପରେ ତୀବ୍ର ଆକ୍ରମଣ କର୍ଣ୍ଣାଟକରେ ସମ୍ଭାବ୍ୟ ନେତୃତ୍ୱ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ମଧ୍ୟରେ କଂଗ୍ରେସର OBC (ଅନ୍ୟାନ୍ୟ ପଛୁଆ ବର୍ଗ) ରାଜନୀତି ଉପରେ ଏବେ ନୂଆ ପ୍ରଶ୍ନ ଉଠିଛି। ମୁଖ୍ୟମନ୍ତ୍ରୀ ସିଦ୍ଧାରାମୈୟାଙ୍କ ସ୍ଥାନରେ ଡିକେ ଶିବକୁମାରଙ୍କୁ ଆଣାଯାଇପାରେ ବୋଲି ଚାଲିଥିବା ଅଟକଳନାକୁ ଆଧାର କରି ବିଜେପି କଂଗ୍ରେସ ଉପରେ ଆକ୍ରମଣ ତୀବ୍ର କରିଛି। ବିଜେପିର … Continue reading ସଂକଟରେ ରାହୁଲଙ୍କ OBC ପଲିଟିକ୍ସ! || Rahul’s OBC politics in crisis!