ରାହୁଲଙ୍କ ଘଟୋତ୍କଚ ରଣନୀତି ଓ ବିରୋଧୀଙ୍କ ‘ପାଗଳାମି’ || Rahul’s cunning strategy and the opposition’s ‘madness’

ଭାରତୀୟ ଗଣତନ୍ତ୍ର ଏବେ ଏକ ଅଦ୍ଭୁତ ସଙ୍କଟ ଦେଇ ଗତି କରୁଛି। ଯେଉଁ ସମୟରେ ବିରୋଧୀ ଦଳ ସରକାରଙ୍କୁ ଜନହିତକର ପ୍ରସଙ୍ଗରେ ଘେରିବା କଥା, ସେହି ସମୟରେ ସଂସଦୀୟ ପରମ୍ପରା ଏବଂ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକୁ କାଠଗଡ଼ାରେ ଛିଡ଼ା କରିବାର ଏକ ବିଚିତ୍ର ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବା ଏବଂ ଏବେ ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ମହାଭିଯୋଗ ପାଇଁ ନୋଟିସ୍ ଦେବା— ଏହି ଦୁଇଟି ଘଟଣା … Continue reading ରାହୁଲଙ୍କ ଘଟୋତ୍କଚ ରଣନୀତି ଓ ବିରୋଧୀଙ୍କ ‘ପାଗଳାମି’ || Rahul’s cunning strategy and the opposition’s ‘madness’