ରାହୁଲଙ୍କ ସମ୍ବିଧାନ ଅସୁରକ୍ଷିତ ନ୍ୟାରେଟିଭ୍ ବିଜେପିକୁ ଦେଇଛି ପୁରୁଣା ପାଠର ଆଲୋଚନା ପାଇଁ ସୁଯୋଗ

Rahul’s Constitution is insecure narrative : ରାହୁଲଙ୍କ ସମ୍ବିଧାନ ବିପଦରେ ନ୍ୟାରେଟିଭକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ କାଉଣ୍ଟର ଆଟାକ କରିଛନ୍ତି ତାହା ରାହୁଲଙ୍କ ଭୂତ ଭାଷଣ ଲେଖକଙ୍କ ନିଦ ନିଶ୍ଚୟ ହଜାଇ ଦେବଣି। ରାହୁଲ ଯେଉଁ ସମ୍ବିଧାନ ବିପଦରେ ଥିବା କଥା କହୁଛନ୍ତି, ସେହି ସମ୍ବିଧାନକୁ କେମିତି ତାଙ୍କ ଜେଜିମା’ କ୍ଷମତା ବଞ୍ଚାଇବାକୁ ଆଡ଼େଇ ଯାଇଥିଲେ ଓ ସମ୍ବିଧାନର ଆତ୍ମାର ହତ୍ୟା କରିବାକୁ ପଛାଇ ନ ଥିଲେ ତାକୁ ନେଇ ବିତର୍କ ଆରମ୍ଭ ହେଲାଣି। … Continue reading ରାହୁଲଙ୍କ ସମ୍ବିଧାନ ଅସୁରକ୍ଷିତ ନ୍ୟାରେଟିଭ୍ ବିଜେପିକୁ ଦେଇଛି ପୁରୁଣା ପାଠର ଆଲୋଚନା ପାଇଁ ସୁଯୋଗ