ପତନ ଆଡ଼କୁ ରାହୁଲଙ୍କ କଂଗ୍ରେସ! || Rahul’s Congress on the verge of collapse!

କୌଣସି ରାଜନୈତିକ ଦଳ କ’ଣ କେବଳ ସାଙ୍ଗସାଥୀ କିମ୍ବା ପରାମର୍ଶଦାତାଙ୍କ ଭରସାରେ ଗଢ଼ାଯାଇପାରେ ବା ଚଲାଯାଇପାରେ? ଯଦି ଆମେ ଦେଶର ସବୁଠାରୁ ପୁରୁଣା ଦଳ କଂଗ୍ରେସ ଏବଂ ଏହାର ଶୀର୍ଷ ନେତା ରାହୁଲ ଗାନ୍ଧୀଙ୍କ କଥା ବିଚାର କରିବା, ତେବେ ଉତ୍ତରଟି ଟିକେ ଦ୍ଵନ୍ଦ୍ୱାତ୍ମକ।  କଂଗ୍ରେସ ବର୍ତ୍ତମାନ ଯେଉଁ ଧାରାରେ ଗତି କରୁଛି, ସେଥିରୁ ମନେହେଉଛି ଯେ ରାହୁଲ ଗାନ୍ଧୀଙ୍କୁ ଲାଗୁଛି ସେ କେବଳ ତାଙ୍କର କିଛି ଖାସ୍ ବନ୍ଧୁ, ବିଶ୍ଵସ୍ତ ପରାମର୍ଶଦାତା ଏବଂ କିଛି ମୁଷ୍ଟିମେୟ … Continue reading ପତନ ଆଡ଼କୁ ରାହୁଲଙ୍କ କଂଗ୍ରେସ! || Rahul’s Congress on the verge of collapse!