ନ୍ୟାସନାଲ ହେରାଲ୍ଡ ମାମଲାର ଅଭିଯୁକ୍ତଙ୍କ ମଧ୍ୟରେ ରାହୁଲ, ସୋନିଆ || Rahul, Sonia among accused in National Herald case

ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଦ୍ୱାରା ନ୍ୟାସନାଲ ହେରାଲ୍ଡ ମାମଲାର ରାୟ ତୃତୀୟ ଥର ପାଇଁ ସ୍ଥଗିତ ରଖାଯାଇଛି। ମନି ଲଣ୍ଡରିଂ ମାମଲାରେ ଇଡିର ଚାର୍ଜସିଟ୍ ଉପରେ ବିଚାର କରାଯିବ କି ନାହିଁ ତାହା କୋର୍ଟ ନିଷ୍ପତ୍ତି ନେବେ। ଚାର୍ଜସିଟ୍‌ରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ସାମ୍ ପିଟ୍ରୋଡା, ସୁମନ ଦୁବେ ପରି ଅନେକ ବରିଷ୍ଠ କଂଗ୍ରେସ ନେତାଙ୍କ ନା’ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ) ଅଧୀନରେ ରହିଛି। ଇଡି ଏହି ରାଜନେତାମାନଙ୍କୁ ଆସୋସିଏଟେଡ୍ ଜର୍ଣ୍ଣାଲ୍ସ … Continue reading ନ୍ୟାସନାଲ ହେରାଲ୍ଡ ମାମଲାର ଅଭିଯୁକ୍ତଙ୍କ ମଧ୍ୟରେ ରାହୁଲ, ସୋନିଆ || Rahul, Sonia among accused in National Herald case