ଅଡ଼ୁଆରେ ରାହୁଲ || Rahul in big trouble

ଭାରତୀୟ ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଡୁଆ ପୁଣି ବଢ଼ିବାରେ ଲାଗିଛି। ଆଲ୍ଲାହାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ ଏକ ବଡ଼ ନିଷ୍ପତ୍ତି ଶୁଣାଇ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ରାୟବରେଲି ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାଟି ହେଉଛି ରାହୁଲ ଗାନ୍ଧୀଙ୍କ ‘ଦ୍ୱୈତ ନାଗରିକତା’ ବା ବ୍ରିଟିଶ ନାଗରିକତାକୁ ନେଇ। ଯଦି ଏହି ଅଭିଯୋଗ ପ୍ରମାଣିତ ହୁଏ, ତେବେ … Continue reading ଅଡ଼ୁଆରେ ରାହୁଲ || Rahul in big trouble