ରାହୁଲ-ହିମନ୍ତ ଲଢ଼େଇ || Rahul-Himant’s fight

ଭାରତୀୟ ରାଜନୀତିର ମାନଚିତ୍ରରେ ଆସାମ ଏବେ କେବଳ ଏକ ରାଜ୍ୟ ହୋଇ ରହିନାହିଁ, ବରଂ ଏହା ଦୁଇଟି ପରସ୍ପର ବିରୋଧୀ ବିଚାରଧାରା ଏବଂ ଦୁଇ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଅହଂ ଓ ଅସ୍ତିତ୍ୱର ଯୁଦ୍ଧକ୍ଷେତ୍ର ପାଲଟିଛି। ଏପ୍ରିଲ ୯, ୨୦୨୬ରେ ହେବାକୁ ଥିବା ୧୨୬ଟି ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ପୂର୍ବରୁ ଆସାମର ରାଜନୈତିକ ପାରଦ ଏବେ ଶୀର୍ଷରେ। ଏହି ଲଢ଼େଇର କେନ୍ଦ୍ରବିନ୍ଦୁରେ ଅଛନ୍ତି ଦୁଇଜଣ ନେତା— ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ … Continue reading ରାହୁଲ-ହିମନ୍ତ ଲଢ଼େଇ || Rahul-Himant’s fight