Rahul Gandhi’s embarrassing slip of tongue speech ।। ଅମାନିଆ ଜିଭ ପାଇଁ ସଂସଦରେ ହଟହଟା ରାହୁଲ ଗାନ୍ଧୀ

ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ ସିନ୍ଦୂରକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ। କିନ୍ତୁ, ତାଙ୍କ ଭାଷଣ ଭିତରେ ରାହୁଲ ଗାନ୍ଧୀ ଏମିତି କିଛି କହିଲେ ଯାହା ସମସ୍ତଙ୍କୁ ତାଜୁବ କରିଛି, ରାହୁଲ ଗାନ୍ଧୀଙ୍କ ସ୍ଲିପ ଅଫ ଦ ଟଙ୍ଗ ପାଇଁ ଭାରି ହଟହଟା ହୋଇଛନ୍ତି। ରାହୁଲ ଗାନ୍ଧୀ କହୁ କହୁ ସଂସଦରେ ଅଶାଳୀନ କଥା କହିଦେଇଥିଲେ ଯେଉଁ ଘଟଣାର ଭିଡିଓ ଏବେ ସୋସିଆଲ … Continue reading Rahul Gandhi’s embarrassing slip of tongue speech ।। ଅମାନିଆ ଜିଭ ପାଇଁ ସଂସଦରେ ହଟହଟା ରାହୁଲ ଗାନ୍ଧୀ