ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ରାହୁଲ ଗାନ୍ଧୀ; ଜାଣନ୍ତୁ କଣ କହିଲେ? || Rahul Gandhi wrote a letter to Nirmala Sitharaman; know what he said?

ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ପୂର୍ବତନ ସୈନିକ ଅବଦାନକାରୀ ସ୍ୱାସ୍ଥ୍ୟ ଯୋଜନା (ଇସିଏଚଏସ) ପାଇଁ ପର୍ଯ୍ୟାପ୍ତ ବଜେଟ୍ ବ୍ୟୟବରାଦ କରିବାକୁ ଏବଂ ବିକଳାଙ୍ଗ ପେନସନ ଉପରେ ଆୟକର ଛାଡ ପୁନଃସ୍ଥାପିତ କରିବାକୁ ଅନୁରୋଧ କରିଛନ୍ତି। ଅର୍ଥମନ୍ତ୍ରୀଙ୍କୁ ଚିଠି କଂଗ୍ରେସ ନେତା ଫେବୃଆରୀ ୨୫ ତାରିଖରେ ଅର୍ଥମନ୍ତ୍ରୀଙ୍କୁ ଏହି ଚିଠି ଲେଖି ଉଲ୍ଲେଖ କରିଛନ୍ତି ଯେ ଏହି ଦୁଇଟି ପ୍ରସଙ୍ଗ ଯୋଗୁଁ ପୂର୍ବତନ ସୈନିକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। … Continue reading ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ରାହୁଲ ଗାନ୍ଧୀ; ଜାଣନ୍ତୁ କଣ କହିଲେ? || Rahul Gandhi wrote a letter to Nirmala Sitharaman; know what he said?