Rahul Gandhi To Hold 2 Closed-Door Meetings During Odisha Visit ।। ଓଡ଼ିଶା ଗସ୍ତ ସମୟରେ ଦୁଇ ଦୁଇଟି ରୁଦ୍ଧଦ୍ୱାର ବୈଠକ କରିବେ ରାହୁଲ ଗାନ୍ଧୀ

ରାତି ପାହିଲେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ତେବେ ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ଭବନ ବେଶ ଚଳଚଞ୍ଚଳ ହୋଇଛି। ଏହା ପୂର୍ଵରୁ ଓପିସିସି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ଏହି ଦିନିକିଆ ଗସ୍ତର ଲକ୍ଷ୍ୟ ହେଉଛି ଆଗାମୀ ନିର୍ବାଚନୀ ପ୍ରତିଯୋଗିତା ପାଇଁ ଓଡ଼ିଶାରେ ଦଳର ଭୂମି ଗଠନକୁ ମଜବୁତ କରିବା। ଏହା ଏକତା ଏବଂ ସାମାଜିକ ନ୍ୟାୟର ଏକ ଦୃଢ଼ ବାର୍ତ୍ତା ମଧ୍ୟ ପଠାଇବ, ଯାହା … Continue reading Rahul Gandhi To Hold 2 Closed-Door Meetings During Odisha Visit ।। ଓଡ଼ିଶା ଗସ୍ତ ସମୟରେ ଦୁଇ ଦୁଇଟି ରୁଦ୍ଧଦ୍ୱାର ବୈଠକ କରିବେ ରାହୁଲ ଗାନ୍ଧୀ