ଭୁବନେଶ୍ୱର ସମ୍ବିଧାନ ବଂଚାଅ ସମାବେଶରେ ରାହୁଲ କଂଗ୍ରେସର ‘ବାଘ’ ମାନଙ୍କୁ ରାଜ୍ୟ ସରକାର ବିରୋଧରେ ଜାତି ଜନଗଣନାକୁ ଅସ୍ତ୍ର କରିବାକୁ ଆହ୍ୱାନ ଦେଇଛନ୍ତି। ଏହା ସହ ଆଦାନୀ-ଅମ୍ବାନୀ ବିରୋଧରେ ଜନମତ ସୃଷ୍ଟି କରିବାକୁ କହିଛନ୍ତି । ରାହୁଲ ଶିଳ୍ପପତି ଆଦାନୀଙ୍କୁ ଟାର୍ଗେଟ କରି କହିଥିଲେ ଯେ, ଓଡ଼ିଶା ସରକାରୁକ ଆଦାନୀ ଚଳାଉଛନ୍ତି । ଆଦାନୀ ପରିବାର ରଥରେ ଜଗନ୍ନାଥଙ୍କୁ ଦର୍ଶନ କରିବେ ବୋଲି, ରଥକୁ ଅଟକାଯାଇଥିଲା । ରାହୁଲ ନିଜ ଭାଷଣ ଆରମ୍ଭରେ କଂଗ୍ରେସ କର୍ମୀଙ୍କୁ ଟାଇଗର … Continue reading Rahul Gandhi targets BJP government and Adani in Odisha ।। କଂଗ୍ରେସ ‘ଟାଇଗର’ଙ୍କୁ କଛା ଭିଡ଼ିବାକୁ ରାହୁଲଙ୍କ ଆହ୍ୱାନ, କହିଲେ ‘ଆଦାନୀ’ ପାଇଁ ‘ଜଗନ୍ନାଥ’ଙ୍କୁ ବଡ଼ଦାଣ୍ଡରେ ଅଟକା ଯାଇଥିଲା
Copy and paste this URL into your WordPress site to embed
Copy and paste this code into your site to embed