ଭାରତରୁ ବିଦା ହେବେ ରାହୁଲ ଗାନ୍ଧୀ ! Rahul Gandhi have foreign citizenship !

ଭାରତୀୟ ଗଣତନ୍ତ୍ରର ଇତିହାସରେ ଅନେକ ସମୟରେ ବଡ଼ ବଡ଼ ନେତାଙ୍କ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠିଛି। କିନ୍ତୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ପ୍ରମୁଖ ବିରୋଧୀ ଚେହେରା ରାହୁଲ ଗାନ୍ଧୀଙ୍କ ‘ନାଗରିକତା’କୁ ନେଇ ଯେଉଁ ବିବାଦ ଆରମ୍ଭ ହୋଇଛି, ତାହା କେବଳ ରାଜନୈତିକ ନୁହେଁ ବରଂ ଏକ ଗଭୀର ସାମ୍ବିଧାନିକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆହ୍ଲାବାଦ ହାଇକୋର୍ଟରେ ଚାଲିଥିବା ଏହି ମାମଲା ଏବେ ଦେଶର ସବୁଠାରୁ ଚର୍ଚ୍ଚିତ ପ୍ରସଙ୍ଗ ସାଜିଛି। ଯଦି ରାହୁଲଙ୍କ ପାଖରେ ବିଦେଶୀ ନାଗରିକତା … Continue reading ଭାରତରୁ ବିଦା ହେବେ ରାହୁଲ ଗାନ୍ଧୀ ! Rahul Gandhi have foreign citizenship !