ସତରେ କ’ଣ ରାହୁଲଙ୍କ ସାଂସଦ ପଦ ଯିବ? ।। Rahul gandhi

ଭାରତୀୟ ସଂସଦ ପୁଣିଥରେ ରାଜନୈତିକ ବିବାଦ  ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ପହଞ୍ଚିଛି । ବିରୋଧୀ ଦଳନେତା ରାହୁଲ ଗାନ୍ଧିଙ୍କ ଗୋଟିଏ ଭାଷଣକୁ ନେଇ ଶାସକ ଶିବିରର କଟୁ ପ୍ରତିକ୍ରିୟା, ତାଙ୍କ ବିରୋଧରେ ସବଷ୍ଟାଣ୍ଟିଭ୍ ପ୍ରସ୍ତାବ ଆଣିବାର ଘୋଷଣା, ଏବଂ ସଦସ୍ୟତା ବାତିଲ ନେଇ ଚର୍ଚ୍ଚା- ସବୁମିଶି ଲୋକତନ୍ତ୍ରର ମୂଳ ଆତ୍ମା ସମ୍ପର୍କରେ ଏକ ବଡ଼ ପ୍ରଶ୍ନ ଉଠାଇଛି। ଏହି ପ୍ରଶ୍ନ କେବଳ ରାହୁଲ ଗାନ୍ଧିଙ୍କ ରାଜନୈତିକ ଭବିଷ୍ୟତ ନୁହେଁ; ଏହା ସଂସଦୀୟ ପ୍ରକ୍ରିୟା, ବହୁମତର ଶକ୍ତି, ସାମ୍ବିଧାନିକ ସୀମା … Continue reading ସତରେ କ’ଣ ରାହୁଲଙ୍କ ସାଂସଦ ପଦ ଯିବ? ।। Rahul gandhi