ଫଲୋଅନ ଏଡ଼ାଇଲା ଭାରତ, ତଥାପି ଟଳିନି ପରାଜୟ ଭୟ

ରାହୁଲ, ଜାଡ଼େଜାଙ୍କ ଅର୍ଦ୍ଧଶତକ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ୪୪୫ ଭାରତ ପ୍ରଥମ ଇନିଂସ ୯/୨୫୨ ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ତୃତୀୟ ମୁକାବିଲାରେ ଘରୋଇ ଦଳର ଆଧିପତ୍ୟ ଜାରି ରହିଛି। ଭାରତ ଫଲୋଅନ ଏଡ଼ାଇବାରେ ସଫଳ ହୋଇଥିଲେ ହେଁ ପରାଜୟ ଆଶଙ୍କା ଟଳି ନାହିଁ। ପ୍ରଥମ ଇନିଂସରେ ଭାରତ ୯ ୱିକେଟ ହରାଇ ୨୫୨ ରନ୍ ସଂଗ୍ରହ କରିଛି ଓ ଆଉ ୧୯୩ ରନ ପଛରେ ରହିଛି। ଯଶପ୍ରୀତ … Continue reading ଫଲୋଅନ ଏଡ଼ାଇଲା ଭାରତ, ତଥାପି ଟଳିନି ପରାଜୟ ଭୟ