ଛାଡପତ୍ରର ୫ ବର୍ଷ ପରେ ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେଲେ ରଫ୍ତାର!
Raftaar Manraj Jawanda Wedding: ପ୍ରଥମ ପତ୍ନୀ କୋମଲ ବୋହରାଙ୍କୁ ଛାଡପତ୍ର ଦେବାର ୫ ବର୍ଷ ପରେ ପ୍ରସିଦ୍ଧ ରାପର୍ ତଥା ଗାୟକ ରଫ୍ତାର ଫ୍ୟାସନ୍ ଷ୍ଟାଇଲିଷ୍ଟ ମନରାଜ ଜବନ୍ଦାଙ୍କୁ ବିବାହ କରିଛନ୍ତି। ସେମାନଙ୍କ ବିବାହର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ମଙ୍ଗରାଜ ଜବନ୍ଦାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେମାନଙ୍କ ବିବାହ ଉତ୍ସବରେ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁଙ୍କୁ ଦେଖିବାକୁ ମିଳିଥାଏ। ତାଙ୍କ ହଠାତ୍ ବିବାହକୁ … Continue reading ଛାଡପତ୍ରର ୫ ବର୍ଷ ପରେ ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେଲେ ରଫ୍ତାର!
Copy and paste this URL into your WordPress site to embed
Copy and paste this code into your site to embed