ବୈଷୟିକ ତଥ୍ୟ ପରେ ‘ରାଫେଲ MICA’ କ୍ଷେପଣାସ୍ତ୍ର ମରାମତି ଭାରତରେ ; ମିଳିଲା ଫ୍ରାନ୍ସ ରୁ ଗ୍ରୀନ୍ ସିଗନାଲ୍ || ‘Rafale MICA’ missile to be repaired in India after technical issues; gets green signal from France

ରାଫେଲ ଏବଂ ମିରାଜ-୨୦୦୦ ଭଳି ଲଢ଼ୁଆ ବିମାନରେ ନିୟୋଜିତ MICA କ୍ଷେପଣାସ୍ତ୍ର ,ଏବେ ଭାରତ ଭିତରେ ହିଁ ହେବ ମରାମତି । ଫରାସୀ କମ୍ପାନୀ MBDA ଏହି ମର୍ମରେ ଭାରତୀୟ ବାୟୁସେନା (IAF) ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛି । ଏହି ଚୁକ୍ତି ଅନୁଯାୟୀ, MICA କ୍ଷେପଣାସ୍ତ୍ରର ଆଧୁନିକୀକରଣ ଭାରତରେ ସମ୍ଭବ ହୋଇପାରିବ । ଏଥି ସହ ଫ୍ରାନ୍ସରୁ କିଣାଯାଇଥିବା ରାଫେଲ ଜେଟ୍ ମଧ୍ୟ ସ୍ଥାନୀୟ ଭାବରେ ମରାମତି କରାଯାଇପାରିବ । ଏହି ଚୁକ୍ତିକୁ ସୁରକ୍ଷିତ … Continue reading ବୈଷୟିକ ତଥ୍ୟ ପରେ ‘ରାଫେଲ MICA’ କ୍ଷେପଣାସ୍ତ୍ର ମରାମତି ଭାରତରେ ; ମିଳିଲା ଫ୍ରାନ୍ସ ରୁ ଗ୍ରୀନ୍ ସିଗନାଲ୍ || ‘Rafale MICA’ missile to be repaired in India after technical issues; gets green signal from France