ଆସନ୍ତୁ ଜାଣିବା କ’ଣ ଥିଲା ରାବଣର ୫ଟି ଅସଂପୂର୍ଣ୍ଣ ସ୍ୱପ୍ନ

Raavan’s unfulfilled dreams: ଲଙ୍କାର ରାଜା ରାବଣ ଜଣେ ମହାନ ପଣ୍ଡିତ, ଜଣେ ମହାନ ବିଦ୍ୱାନ ଏବଂ ଜଣେ ମହାନ ଯୋଦ୍ଧା ଥିଲେ। ସେ ଏହି ତିନି ଲୋକ ଉପରେ ନିଜର ପ୍ରାଧାନ୍ୟ ସ୍ଥାପନ କରିଥିଲେ। ୯ଟି ଗ୍ରହ ତାଙ୍କ ପାଦତଳେ ଥିଲେ । ସେ ଶନି ଦେବଙ୍କୁ ବନ୍ଦୀ କରି ରଖିଥିଲେ। ଦେବତାମାନେ ମଧ୍ୟ ତାଙ୍କୁ ଭୟ କରୁଥିଲେ। ରାବଣ ତାଙ୍କ ଜୀବନ କାଳରେ ପ୍ରତ୍ୟେକ ସ୍ୱପ୍ନକୁ ପୂରଣ କରିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କର କିଛି … Continue reading ଆସନ୍ତୁ ଜାଣିବା କ’ଣ ଥିଲା ରାବଣର ୫ଟି ଅସଂପୂର୍ଣ୍ଣ ସ୍ୱପ୍ନ