‘ବହୁତ ବଡ଼ ଝଟକା’: ଓଡ଼ିଶା ଓ କୋଲକାତାରେ ୫.୧ ତୀବ୍ରତାର ଭୂମିକମ୍ପ

Earthquake: ବ୍ରହ୍ମପୁର, ବାଲେଶ୍ୱର, କଟକ ଓ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ତେବେ ଏଥିରେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ବଙ୍ଗୋପସାଗରରେ ମଙ୍ଗଳବାର ସକାଳେ ଓଡ଼ିଶା ସମେତ ରାଜଧାନୀ କୋଲକାତା ସମେତ ପଶ୍ଚିମବଙ୍ଗର କେତେକ ସ୍ଥାନରେ ୫.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ସକାଳ ୬ଟା ୧୦ମିନିଟରେ ପୁରୀ ନିକଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ତେବେ ଏଥିରେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ଏନସିଏସ ପକ୍ଷରୁ ଏକ୍ସ … Continue reading ‘ବହୁତ ବଡ଼ ଝଟକା’: ଓଡ଼ିଶା ଓ କୋଲକାତାରେ ୫.୧ ତୀବ୍ରତାର ଭୂମିକମ୍ପ