ଭାରତୀୟ ରାଜନୀତିରେ ‘ଆମ୍ ଆଦମୀ ପାର୍ଟି’ର ଆବିର୍ଭାବ ଏକ ବିକଳ୍ପ ରାଜନୀତିର ସ୍ୱପ୍ନ ଦେଖାଇଥିଲା। କିନ୍ତୁ ସମୟ ସ୍ରୋତରେ ସେହି ସ୍ୱପ୍ନ ଏବେ ଅଭିଯୋଗ, ଆରୋପ ଏବଂ ବିବାଦର ଏକ ଚକ୍ରବ୍ୟୁହରେ ଫସିଯାଇଛି। ବିଶେଷ କରି ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମ୍ପୃକ୍ତି ଏବଂ ପରବର୍ତ୍ତୀ ଆଇନଗତ ଗତିବିଧି ଏବେ ସାମ୍ବିଧାନିକ ମର୍ଯ୍ୟାଦାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସାମ୍ପ୍ରତିକ ଘଟଣାକ୍ରମରେ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଏକ ପତ୍ର ଲେଖି … Continue reading ନ୍ୟାୟପାଳିକା ଉପରେ ପ୍ରଶ୍ନ ନା ନିଜକୁ ବଞ୍ଚାଇବାର ପ୍ରୟାସ? || Questioning the judiciary or trying to save yourself?
Copy and paste this URL into your WordPress site to embed
Copy and paste this code into your site to embed