ବ୍ରିଟେନର ଗୁଇନ୍ଦା ପରୀକ୍ଷାଗାରରେ ପ୍ରଥମ ଥର ପାଇଁ ପ୍ରସ୍ତୁତ ହେଉଛି କ୍ୱାଣ୍ଟମ୍ କ୍ଲକ୍ କ’ଣ?

Quantum clock: ବ୍ରିଟେନ ଏପରି ଏକ ଘଡ଼ି ବିକଶିତ କରୁଛି ଯାହାକୁ ବିଶେଷ କରି ଯୁଦ୍ଧ ସମୟରେ ସାହାଯ୍ୟ କରିବା ପାଇଁ ବ୍ୟବହାର କରାଯିବ। ଏକ ଗୁପ୍ତ ପରୀକ୍ଷାଗାରରେ ଏହି ଘଡ଼ି ପ୍ରସ୍ତୁତ କରାଯାଉଛି। ଏହି ଘଣ୍ଟା ସାହାଯ୍ୟରେ ବ୍ରିଟିଶ ସୈନିକମାନେ ଅଧିକ ସୁରକ୍ଷିତ ଏବଂ ସଠିକ ଭାବରେ କାର୍ଯ୍ୟ କରିବାକୁ ସକ୍ଷମ ହେବେ। ଜିପିଏସ୍ ଟେକ୍ନୋଲୋଜି ଉପରେ ନିର୍ଭରଶୀଳତା ହ୍ରାସ କରି ଗୁଇନ୍ଦା ଏବଂ ନିରୀକ୍ଷଣ ଶୈଳୀରେ ଉନ୍ନତି ଆଣିବା ଦିଗରେ କ୍ୱାଣ୍ଟମ୍ କ୍ଲକ୍ ଏକ … Continue reading ବ୍ରିଟେନର ଗୁଇନ୍ଦା ପରୀକ୍ଷାଗାରରେ ପ୍ରଥମ ଥର ପାଇଁ ପ୍ରସ୍ତୁତ ହେଉଛି କ୍ୱାଣ୍ଟମ୍ କ୍ଲକ୍ କ’ଣ?