Putin is coming to India ।। ପୁଟିନ ଭାରତ ଆସୁଛନ୍ତି ,ପ୍ରତିରକ୍ଷା ସଚିବଙ୍କ ଇଙ୍ଗିତ
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ରୁଷ ରାଷ୍ଟ୍ରପତିଙ୍କ ଗସ୍ତ ତାରିଖ ଘୋଷଣା କରାଯାଇଛି । ରାଷ୍ଟ୍ରପତି ପୁଟିନ ଡିସେମ୍ବର ୪-୫ ରେ ଏକ ରାଷ୍ଟ୍ର ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ ସେ ୨୩ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତ ଏହି ଗସ୍ତ ସମୟରେ ପୁଟିନଙ୍କୁ କଠିନ ପ୍ରଶ୍ନ ପଚାରିବାକୁ ପ୍ରସ୍ତୁତ ହେଉଛି । ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ … Continue reading Putin is coming to India ।। ପୁଟିନ ଭାରତ ଆସୁଛନ୍ତି ,ପ୍ରତିରକ୍ଷା ସଚିବଙ୍କ ଇଙ୍ଗିତ
Copy and paste this URL into your WordPress site to embed
Copy and paste this code into your site to embed