Putin call PM Modi brief Trump meet Alaska Ukraine war ।। ମୋଦୀଙ୍କୁ ଫୋନ୍ କଲେ ପୁଟିନ, ଆଲାସ୍କାରେ ଟ୍ରମ୍ପଙ୍କ ସହ କ’ଣ ଆଲୋଚନା କରିଥିଲେ କହିଲେ

ସୋମବାର ଦିନ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ ଯୋଗେ କଥା ହୋଇଛନ୍ତି । ଏହି କଥାବାର୍ତ୍ତା ସମୟରେ ପୁଟିନ ଶୁକ୍ରବାର ଦିନ ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ହୋଇଥିବା ସାକ୍ଷାତରେ କ’ଣ ଘଟିଥିଲା ସେ ବିଷୟରେ ନରେନ୍ଦ୍ର ମୋଦୀଙ୍କୁ ସୂଚନା ଦେଇଥିବା ଜଣାପଡ଼ିଛି। ପୁଟିନଙ୍କ ଏହି କଲ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି କାରଣ ଆଜି ରାତିରେ ୟୁରୋପୀୟ ନେତାମାନେ ଜେଲେନ୍ସକିଙ୍କ ସହିତ ୱାଶିଂଟନରେ ଟ୍ରମ୍ପଙ୍କୁ ଭେଟିବାକୁ … Continue reading Putin call PM Modi brief Trump meet Alaska Ukraine war ।। ମୋଦୀଙ୍କୁ ଫୋନ୍ କଲେ ପୁଟିନ, ଆଲାସ୍କାରେ ଟ୍ରମ୍ପଙ୍କ ସହ କ’ଣ ଆଲୋଚନା କରିଥିଲେ କହିଲେ